ପ୍ରମୁଖ ଖବର
  • ସାଇବର ଫ୍ରଡ୍‌ରୁ ଦୂରେଇ ରହିବାକୁ ଡିସିପିଙ୍କ ଅପିଲ୍, ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଅଭିଯୋଗ କର
  • ||
  • ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ, ଜେଲ୍ ଗଲେ ଶିବଶଙ୍କର ଦାଶ
  • ||
  • କେନ୍ଦୁଝରରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ , ୩ ଗୁରୁତର
  • ||
  • ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିଲେ, ବସ୍ ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ
  • ||
  • କଟକ ରାଜନୀତି ସରଗରମ୍‌: ୧୫ରେ ଅମିତ ଶାହଙ୍କ ରୋଡ୍‌ ସୋ
  • ||
  • ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ ମହାନ୍ତି, ସୋମବାର ଜାରି ହୋଇଥିଲା NBW
  • ||
  • ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି
  • ||
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ୟୁପିରେ ଭୟଙ୍କର ଦୁର୍ଘଟଣା , ବସ୍‌-ଟ୍ରକ୍‌ ସାମ୍ନା ସାମ୍ନି ଧକ୍କା ; ୮ ଲୋକଙ୍କ ମୃତ୍ୟୁ, ଅନେକ ଆହତ

ଉନ୍ନାଓ : ୟୁପିର ଉନ୍ନାଓରେ ରବିବାର ଦ୍ୱିପ୍ରହରର ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ସାମ୍ନା ସାମ୍ନି ଧକ୍କା ପରେ ଟ୍ରକ୍‌ଟି ବସ୍‌କୁ ଏକ ପାର୍ଶ୍ୱରୁ ଚିରି ଦେଇଛି। ଏଥିରେ ୮ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ ଆହତଙ୍କୁ ସିଏଚସିରେ ଭର୍ତ୍ତି କରାଇଛି। ଡାକ୍ତରମାନେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଜିଲ୍ଲା ହସ୍ପିଟାଲ ରେଫର କରିଛନ୍ତି। ଦୁର୍ଘଟଣା ସଫିପୁର କୋତବାଲି ଅଞ୍ଚଳର ଉନ୍ନାବ –ହର୍ଦୋଇ ରାସ୍ତାରେ ହୋଇଛି। 

ବାଙ୍ଗରମଉରୁ ଲୋକଙ୍କୁ ନେଇ ଘରୋଇ ବସ୍‌ଟି ଦ୍ୱିପ୍ରହର ୩ଟାରେ ଉନ୍ନାଓ ଆସୁଥିଲା। ସଫିପୁର ଅଞ୍ଚଳର ଜମଲଦିପୁର ଗାଁ ପାଖରେ ସାମ୍ନାରୁ ଆସୁଥିବା ଟ୍ରକ୍‌ ସହ ଧକ୍କା ହୋଇଗଲା। ଦ୍ରୁତ୍‌ ଗତିରେ ଆସୁ ଥିବାରୁ ଟ୍ରକ୍‌ ବସର ଡାହାଣ ଭାଗକୁ ଚିରି ଚାଲି ଯାଇଥିଲା। 

ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ଲୋକଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଲୋକଙ୍କ କାନ୍ଦ ଓ ଚିତ୍କାର ଲାଗି ରହିଥିଲା। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଆହତଙ୍କୁ ସଫିପୁର ସିଏଚସି ପଠାଇଥିଲା । ସେଠାରୁ ଜିଲ୍ଲା ହସ୍ପିଟାଲ ଓ ହେଲଟ କାନପୁର ରେଫର କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.